This browser does not support the video element.
କୁଚିଣ୍ଡା: ରାଏଡିହି ଛକ ନିକଟରେ ବାଇକ୍ ଦୁର୍ଘଟନା ରେ ଜଣେ ଗୁରୁତର ଆହତ
Kochinda, Sambalpur | Feb 4, 2024
ବାମରା ଗାରିଆମାଲ ମୁଖ୍ୟ ରାସ୍ତା ସ୍ଥିତ ରାଏଡିହି ଛକ ନିକଟରେ ବାଇକ୍ ଦୁର୍ଘଟନା ରେ ଜଣେ ଗୁରୁତର ଆହତ ହୋଇଛନ୍ତି, ରବିବାର ସନ୍ଧ୍ୟା ୫ ଟାରେ କର୍ଲା ଗ୍ରାମ ର ସୁବିର ଆଇନ୍ଦ ଓ ଆଲୋକ ସୁରିନ୍ ଏକ ବାଇକ୍ ରେ କାଲୁଙ୍ଗା କୁ ଯାଉ ଥିବା ବେଳେ ରାଏଡିହି ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲେ। ଫଳ ରେ ସୁବିର ଗୁରୁତର ଆହତ ହୋଇ ଥୂବା ବେଳେ ଆଲୋକ ଅଳ୍ପକେ ବର୍ତି ଯାଇ ଥିଲେ।