Install App
pintu84682
This browser does not support the video element.
କୋଟପାଡ: ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ବୋରିଗୁମ୍ମା ସନ୍ତୋଷୀ ମନ୍ଦିରରେ ବିଜେପି କର୍ମୀଙ୍କ ପକ୍ଷରୁ ଦିଆଗଲା ସ୍ୱାଗତ ସମ୍ବର୍ଦ୍ଧନା, ମତ ରଖିଲେ ମନ୍ତ୍ରୀ
Kotpad, Koraput | Jul 20, 2025
ଆଜି 6 ଘଣ୍ଟ ସମୟରେ ମାନ୍ୟବର ମନ୍ତ୍ରୀ ଗ୍ରାମ ଉନ୍ନୟନ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାୟକ ଙ୍କୁ ବୋରିଗୁମ୍ମା ପଞ୍ଚାୟତ ସମିତି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ପରେ ବିଭିନ୍ନ ଗ୍ରାମରୁ ଆସିଥିବା ରାସନ କାର୍ଡ ପେନସନ ଓ SHG ମହିଳା ମାନଙ୍କୁ ରୂଣ ପ୍ରଧାନ କରାଯାଇଥିଲା ଏବଂ ଏକ ସଭାଗୃହ ଠାରେ ଏକଗୁରୁତ୍ତର ବୈଠକ ଅନୁଷ୍ଠିତ ହୋଇଥିଲା ଓ 8 ଘଣ୍ଟ ସମୟରେ ଶେଷ ହୋଇଥିଲା ଏବଂ ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରିଥିଲେ ।।
Share
Read More News
T & C
Privacy Policy
Contact Us
Your browser does not support JavaScript!