This browser does not support the video element.
ବଲାଙ୍ଗୀର: ୱାର୍ଡ ନମ୍ବର ୨୧ ରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସ୍ଥିତି ପରିଦର୍ଶନ ସମସ୍ୟା ର ସମାଧାନ ପାଇଁ ଦେଲେ ପ୍ରତିଶୃତି
Balangir, Balangir | Sep 6, 2025
ବଲାଙ୍ଗିର ୱାର୍ଡ ନମ୍ବର 21 ରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସ୍ଥିତି ପରିଦର୍ଶନ ବଲାଙ୍ଗିର ୱାର୍ଡ ନମ୍ବର 21 ରେ ସ୍ଥାନୀୟ ଲୋକଙ୍କ ଦୈନିକ ସମସ୍ୟାଗୁଡ଼ିକୁ ନେଇ ପୌରାଧ୍ୟକ୍ଷା ଲିକା ସାହୁ ସ୍ଥିତି ପରିଦର୍ଶନ କରିଥିଲେ। ଏହି ସମୟରେ ବାସିନ୍ଦାମାନେ ଜଳ, ରାସ୍ତା, ପରିସ୍କାରତା ସହିତ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧିତ ଅଭାବଗୁଡ଼ିକ ଉଠାଇଥିଲେ। ସମସ୍ତଙ୍କୁ ଧୈର୍ୟର ସହିତ ଶୁଣି ପୌରାଧ୍ୟକ୍ଷା ସମସ୍ୟାର ସତ୍ୱର ସମାଧାନ ପାଇଁ ପ୍ରତିଶ୍ରୁତି କରିଥିଲେ। ସେ କହିଛନ୍ତି ଯେ ବଲାଙ୍ଗିର ସହରର ପ୍ରତ୍ୟେକ ୱାର୍ଡ ର ସମତାମୂଳକ ବିକାଶ ପାଇଁ ପୋରସଭା ପ୍ରତିବଦ୍ଧ ବୋଲି କହିଛନ୍ତି