This browser does not support the video element.
ଜୁନାଗଡ: ଡୋକ୍ରିପଡା ଫିଲ୍ଡପଡା ରେ ଗଣେଶ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ
Junagarh, Kalahandi | Aug 30, 2025
ଗଣେଶ ପୂଜା ପାଇଁ ଗୋଲାମୁଣ୍ଡା ସହର ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ଗାଁ ଠୁ ସହର ସବୁ ଜାଗାରେ ଗଣେଶ ଙ୍କୁ ପୂଜାର୍ଚନା ଅନୁଷ୍ଠିତ ହୋଇଛି। ସେହିପରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକ୍ରିପଡା ଫିଲ୍ଡପଡା ରେ ମଧ୍ୟ ଗଣେଶ ପୂଜା ହୋଇଥିବା ବେଳେ ଶନିବାର ସନ୍ଧ୍ୟା ୬ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଗଣେଶ ଙ୍କ ଭସାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଜଳାଶୟ କୁ ନେଇ ବିସର୍ଜନ କରିଥିଲେ କମିଟି ର କର୍ମକର୍ତ୍ତା।