Install App
rathuram234
This browser does not support the video element.
ସଦର: ଅର୍କାବାହାଲି ପଡ଼ା ର ମାଁ ମାଣିକେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସାଂସ୍କୃତିକ ଅନୁଷ୍ଠାନରେ ଯୋଗଦେଲେ ବିଧାୟକ
Sadar, Kalahandi | Sep 1, 2025
ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ lଗଣେଶ ଚତୁର୍ଥୀ ଉତ୍ସବ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପଟଣା ର ଅର୍କାବାହାଲି ପଡ଼ା ର ମାଁ ମାଣିକେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ୍ ଦ୍ୱାରା ଆୟୋଜିତ୍ ସାଂସ୍କୃତିକ୍ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଯୋଗଦେଇ ନିଜର ମତ ରଖିଥିଲେ l ତେବେ ଏନେଇ ଆଜି ରାତି 8 ଟା ସମୟରେ ଜଣାଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!