Download Now Banner

This browser does not support the video element.

ଫୁଲବାଣୀ ସହର: ବାଲନ୍ଦାପଡା ଠାରେ ଅନ୍ଧାର ରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର

Phulabani Town, Kandhamal | Aug 23, 2025
ଗତକାଲି ଠାରୁ ଅନ୍ଧାର ଚାଲିଛି ବାଲନ୍ଦାପଡା ସ୍ୱାସ୍ଥ୍ୟକେନ୍ଦ୍ର, ଏହି ସୁଚନା ଟି ମେଡିକାଲ ପରିସରରୁ ଶନିବାର ଦିନ ଗଟାଏ ସମୟରେ ମିଳିଥିବା ବେଳେ, ଗ୍ରାମବାସୀ ସୁଚନା ଦେଇଛନ୍ତି ଏହି ଭଳି ଘଟଣା ବର୍ଷ ସାରାର ସମସ୍ୟା, ଦିନ ଦିନ ଧରିକରେଣ୍ଟ ରହୁନଥିବା ବେଳେ କରେଣ୍ଟ ବେକପ ପାଇଁ ଥିବା ଡିଜି କାଯ୍ୟକାରୀ ହଇନାହି ଆସନ୍ତୁ ଶୁଣିବା ଡକ୍ଟର ଙ୍କ ଠାରୁ ଶୁଣିବା କଣ ରହିଛି ଘଟଣା
Read More News
T & CPrivacy PolicyContact Us