Download Now Banner

This browser does not support the video element.

ସୋନପୁର: ଜଡ଼ାମୁଣ୍ଡା ରେ ମହିଳା ଅଧିକାର ସାମୁଖ୍ୟ ବୈଠକ ଅନୁଷ୍ଠିତ

Sonapur, Subarnapur (Sonepur) | Sep 9, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଝାରତରଭା ଗ୍ରାମପଞ୍ଚାୟତର ଜଡ଼ାମୁଣ୍ଡା ଠାରେ ମହିଳା ଅଧିକାର ସାମ୍ମୁଖ୍ୟ ଵୈଠକ ଅନୁଷ୍ଠିତ ହୋଇଯାଇଛି। ଦ ହଙ୍ଗର ପ୍ରୋଜେକ୍ଟ ତାଲିମ ପ୍ରଶିକ୍ଷକ ଗୁଣନିଧି ମାଝୀ ସ୍ୱାଗତ ଅଭିଷଣ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ୱାର୍ଡପ୍ରତିନିଧି ଓ ସ୍ଵଂୟଂ ସହାୟକ ଗୋଷ୍ଠୀ ସଭ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍କୁଲ କମିଟି, ମାତୃ କମିଟି, ଯାଞ୍ଚ କମିଟି, ଗାଁ କଲ୍ୟାଣ ସମିତି କମିଟି କିପରି ସକ୍ରିୟ ହେବ ସେ ବିଷୟରେ ଆଲୋଚନା ହୋଇଥିଲା l
Read More News
T & CPrivacy PolicyContact Us