This browser does not support the video element.
ସୁକିନ୍ଦା: କଇଁଜିରା ଗ୍ରାମରେ ବିଷଧର ସାପ ଦଂଶନରେ ନାବାଳିକା ଗୁରୁତର
Sukinda, Jajpur | Sep 1, 2025
କଇଁଜିରା ଗ୍ରାମରେ ବିଷଧର ସାପ ଦଂଶନରେ ସ୍ଥାନୀୟ ବାସିନ୍ଦା ବିକ୍ରମ ମୁଣ୍ଡାଙ୍କ 13 ବର୍ଷର ନାବାଳିକା ଝିଅ ଗୁରୁବାରି ମୁଣ୍ଡା ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଛି ।