Download Now Banner

This browser does not support the video element.

କବିସୂର୍ଯ୍ୟନଗର: ନୂଆଗଡରେ ଜୈବିକ ଚାଷୀ ମାନଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kabisuryanagar, Ganjam | Aug 21, 2025
ନେଚର ବାୟୋ ଫୁଡସ ,ହରିୟାଣା ଏବଂ ମା ଭଗବତୀ ଜୈବିକ ପ୍ରଡୁସର କମ୍ପାନୀ ,ଅଙ୍ଗାରଗାଁ ର ମିଳିତ ସହଯୋଗରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଗଡ ସ୍ଥିତ ହନୁମାନ ମନ୍ଦିର ପରିସରରେ ବିଭିନ୍ନ ଗ୍ରାମର ଜୈବିକ ଚାଷୀ ମାନଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଛତା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ନେଚର ବାୟୋ ଫୁଡସ ମ୍ୟାନେଜର ପବିତ୍ର ମୋହନ ନାଥ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us