Install App
manassahu922
This browser does not support the video element.
ରେଙ୍ଗାଲି: ଗୌଶାଳାସ୍ଥିତ ରେଙ୍ଗାଲି ବିଧାୟକଙ୍କ କାର୍ଯ୍ୟାଳୟରେ ବିଧାୟକଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ କରଡୋଳା ପଞ୍ଚାୟତବାସୀ
Rengali, Sambalpur | Oct 14, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଗୌଶାଳା ସ୍ଥିତ ରେଙ୍ଗାଲି ବିଧାୟକ ଙ୍କ କାର୍ଯ୍ୟାଳୟ ରେ ବିଧାୟକ ସୁଦର୍ଶନ ହରିପାଳ ଙ୍କୁ ସାକ୍ଷତ କରି ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ କରଡୋଳା ପଞ୍ଚାୟତବାସୀ l ଆଜି ଦିନ 11 ଟା ସମୟରେ କରଡୋଳା ପଞ୍ଚାୟତ ବାସୀ ନିଜ ଗ୍ରାମର ରାସ୍ତା ସହ ଅନେକ ସମସ୍ୟା ନେଇ ବିଧାୟକ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ସମସ୍ୟା ର ଶୀଘ୍ର ସମାଧାନ ନେଇ ଆଲୋଚନା କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!