This browser does not support the video element.
ଜୟପୁର: ଦେଶି ମଦ ଚାଲାଣ ବେଳେ ଜୟନଗର ରାସ୍ତା ରେ ଜୟପୁର ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ
Jeypore, Koraput | Aug 28, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ସହର ଜୟନଗର ରାସ୍ଥାରେ ଚଢାଉ କରିଛି । ଚଢାଉ କରି ୯ ଲିଟର ଦେଶି ମଦ ଜବତ କରି ମହିଳା ଅଭିଯୁକ୍ତ କୁ ଅପରାହ୍ନ ୪ଟା ୩୦ ମିନିଟ ସମୟରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୁଚନା ଦେଇଛନ୍ତି ।