This browser does not support the video element.
ସତ୍ୟବାଦୀ: ବୀରଗୋବିନ୍ଦପୁର ଛକ ପେଟ୍ରୋଲ୍ ପମ୍ପ ନିକଟରେ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Satyabadi, Puri | Sep 19, 2024
ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟରେ ଆଜି ଦିନ ୧୧ଟାରେ ଏକ କାର୍ ଦୁର୍ଘଟଣା ଗସ୍ତ। କାର ଟି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯିବା ସମୟରେ ୩୧୬ନଂ ଜାତୀୟ ରାଜପଥରର ବୀରଗୋବିନ୍ଦପୁର ଛକ ନିକଟରେ ଥିବା ଏକ ପେଟ୍ରୋଲ୍ ପମ୍ପ ପାଖରେ ଡିଭାଇଡରକୁ ବାଡେଇ ବୀପରିତରେ ରାସ୍ତାରେ ଲେଉଟି ପଡ଼ିଥିଲା। ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ମାଲିକ ଗାଡ଼ିକୁ ନେଇ ପଳାଇଛନ୍ତି।