Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅମାନିଆ ମାନଙ୍କୁ ସାବାଧ କଲା ପୋଲିସ

Dhenkanal Sadar, Dhenkanal | Aug 31, 2025
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାର ରୋଗୀ ଏବଂ ସଂର୍ପକୀୟ ମାନେ ଆସନ୍ତି ହେଲେ ଏଠାରେ ବାଇକ ପାଇଁ ପାର୍କିଙ୍ଗର ବ୍ୟବସ୍ଥା ରହିଥିଲେ ସୁଧା ଅମାନିଆ ମାନେ ସୁରକ୍ଷାକର୍ମୀଙ୍କ କଥାକୁ ଭୁକ୍ଷେପ ନ କରି ଯେଉଁଠି ମନ ସେଇଠି ବାଇକକୁ ରଖିଦେଇ ଚାଲି ଯାଆନ୍ତି । ଯାହାଦ୍ଵାରା ବିଭିନ୍ନ ସମସ୍ୟାମାନ ସୃଷ୍ଟି ହେଉଥିଲା । ଏହାକୁ ନଜର ଦେଇ ଆଜି ରବିବାର ଦିନର ବିଭିନ୍ନ ସମୟରେ ପୋଲିସ ଉପସ୍ଥିତ ରହି ଅମାନିଆ ମାନଙ୍କ ଉପରେ ଫାଇନ ଲଗାଇଥିବା ଜଣା ପଡ଼ିଛି।
Read More News
T & CPrivacy PolicyContact Us