Install App
bramhananda.bls
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ସାପ କାମୁଡାରେ ପଦ୍ମପୁର ଟେରୁଗାଁ ର ଗୁରୁତର ମହିଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ
Baleshwar M, Balasore | Oct 3, 2025
ଆଜି ରାତି ୩ ଟା ସମୟରେ ଚାନ୍ଦିପୁର ଥାନା ପଦ୍ମପୁର ଟେରୁଗାଁ ର ଗୌରୀମଣି ଦାସ ନାମକ ମହିଳା ସାପ କାମୁଡାରେ ଗୁରୁତର ହୋଇଥିଲେ।ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଚାନ୍ଦିପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!