This browser does not support the video element.
ଭଞ୍ଜନଗର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପରିଷରରେ ବୃକ୍ଷ ରୋପଣ ସୃଷ୍ଠି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Aug 26, 2025
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପରିଷରରେ ବୃକ୍ଷ ରୋପଣ ସୃଷ୍ଠି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅ।ଜି ଦିନ 12 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ବ୍ଲକର ସମସ୍ତ ଅଅଧିକାରୀ ଓ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବ୍ଲକ ପ୍ରଶାସନ ଓ ବନ ବିଭାଗର ମିଳିତ ଉଦ୍ୟମ ରେ ଜଗନ୍ନାଥପ୍ରସାଦ ବ୍ଲକର ସମସ୍ତ ଗ୍ରାମ ପଂଚାୟତରେ କିଭଳି ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳ ହୋଇପାରିବ ସେ ନେଇ ଅ।ଲଲୋକପାତ ହୋଇଥିଲା ।