Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜଗବନ୍ଧୁ କ୍ରସର ବିରୋଧରେ ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ କଲେ ନିହଲ ପ୍ରସାଦ ଅଞ୍ଚଳ ଗ୍ରାମବାସୀ

Dhenkanal Sadar, Dhenkanal | Sep 6, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଅଞ୍ଚଳରେJEPLନାମକ ଏକ ଘରୋଇ ସଂସ୍ଥା ଯାହାକି ଜଗବନ୍ଧୁ କ୍ରସର ନାମରେ ବେସ ପରିଚିତ । ଏହି କ୍ରସରଟିରେ ବେଆଇନୀ ଭାବେ ଖନନ କରି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଛି । ବେଆଇନ ଖନନ ଯୋଗୁଁ ଅଞ୍ଚଳ ବାସୀ ବେସ ପ୍ରଭାବିତ ହେଉଛନ୍ତି । ବ୍ଲାଷ୍ଟିଂ କରୁଥିବା ଯୋଗୁଁ ନିହଲ ପ୍ରସାଦ ଓ ଆଖପାଖ ଗ୍ରାମଗୁଡିକର ଘର ଗୁଡିକ ଫାଟି ବିପଦ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us