This browser does not support the video element.
ଅନୁଗୋଳ: ଆସନ୍ତାକାଲି ଜିଲ୍ଲାରେ ଘଡଘଡି ସହ ଝଡ଼ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
Anugul, Angul | Aug 30, 2024
ଆସନ୍ତାକାଲି ଅନୁଗୋଳ ଜିଲ୍ଳାରେ ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବା ନେଇ ଶୁକ୍ରବାର ମଧ୍ୟାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି l ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସୂଚନା ପ୍ରଦାନ କରାଯାଇଛି l ସେହିପରି ଆସନ୍ତାକାଲି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରି ସତର୍କ କରାଯାଇଛି l