Install App
prashantakumar79
This browser does not support the video element.
ଏମ.ଭି ୭୯: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମର ବିଭିନ୍ନ ସ୍ଥାନରେ ଧୁମଧାମରେ ଗଣେଷ ଚତୁର୍ଥୀ ପୂଜା ପାଲିତ
MV 79, Malkangiri | Aug 27, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମର ବିଭିନ୍ନ ସ୍ଥାନରେ ଧୁମଧାମରେ ଗଣେଷ ଚତୁର୍ଥୀ ପୂଜାର୍ଚନା କରାଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଏହି ଗ୍ରାମର ଜଳସେଚନ କଲୋନୀରେ ଆଲୋକ ସଜ୍ଜା ମଧ୍ୟରେ ଧୁମଧାମରେ ଗଣେଶ ପୂଜା ପାଳନ କରାଯାଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!