Download Now Banner

This browser does not support the video element.

ଧର୍ମଗଡ: ଡ଼ଙ୍ଗରିଗୁଡା ରେ ଆଦିବାସୀ ସଙ୍ଘ ର ନୁଆଁଖାଇ ଭେଟ ଘାଟ

Dharamgarh, Kalahandi | Sep 6, 2025
ଶନିବାର ସକାଳ ୧୧ ଟା ରେ କୋକସରା ବ୍ଲକ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଡୋଙ୍ଗରିଗୁଡା ଗ୍ରାମ ଜଗନ୍ନାଥ ମନ୍ଦିର ପରିସରରେ ରେଙ୍ଗାଳପାଲି ଆଦିବାସୀ ସଂଘ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ଆଦିବାସୀ ସଂଘ ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Read More News
T & CPrivacy PolicyContact Us