Download Now Banner

This browser does not support the video element.

ଜଗତସିଂହପୁର: ତୀର୍ତ୍ତୋଲ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାକୁ ପାରାଦ୍ୱୀପରୁ ଉଦ୍ଧାର କଲା ତୀର୍ତ୍ତୋଲ ପୋଲିସ

Jagatsinghapur, Jagatsinghpur | Aug 25, 2025
ତୀର୍ତ୍ତୋଲ ଥାନା ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ଘଟଣାରେ ନାବାଳିକାକୁ ଉଦ୍ଧାର କଲା ତୀର୍ତ୍ତୋଲ ପୋଲିସ । ଉଦ୍ଧାର କରିଥିବା ନେଇ ଆଜି ଦିନ ୩ ଟା ସମୟରେ ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ମିଳିଛି । ପାରାଦ୍ୱୀପ ଅଞ୍ଚଳରୁ ଉକ୍ତ ନାବାଳିକାକୁ ଆଜି ତୀର୍ତ୍ତୋଲ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ପରେ ନାବାଳିକାକୁ ତାର ପରିବାରକୁ ହସ୍ତାନ୍ତର କରାଯାଇଛି ।
Read More News
T & CPrivacy PolicyContact Us