This browser does not support the video element.
ଆନନ୍ଦପୁର: ହାଟଡିହିରେ ବିଜେପିର ମିଶ୍ରଣ ପର୍ବ; ସାଂସଦଙ୍କ ଉପସ୍ଥିତିରେ ଯୋଗଦେଲେ ଶତାଧିକ କର୍ମୀ
Anandapur, Kendujhar | Aug 23, 2025
ହାଟଡ଼ିହି ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି କାର୍ଯ୍ୟକର୍ତ୍ତା ସୁନିଲ ନାୟକ ଓ ସୁଶାନ୍ତ କୁମାର ଜେନାଙ୍କ ସଂଯୋଜନା ଆଜି ଦିନ ୩ଟା ବେଳେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଶ୍ଵ ରଞ୍ଜନ ପାଣିଗ୍ରାହୀ, ସନାତନ ଜେନା, ବାପୁଜୀ ସା, ସୌଭାଗ୍ୟ ସା, କୈଳାସ ପାତ୍ର, ବିଜୟ ରାଉତ, ରାକେଶ କୁଅଁର, ଦେବବ୍ରତ ବେହେରା ପ୍ରମୁଖଙ୍କ ସମେତ ଅନେକ ଲୋକ ସାଂସଦ ଅନନ୍ତ ନାୟକଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ନିତ୍ୟାନନ୍ଦ ପହି ପ୍ରମୁଖ ନବାଗତ ମାନଙ୍କୁ ସ୍ୱାଗତ