Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଡିଟରିୟମ ହଲ ଠାରେ ରାଜସ୍ବ ଅଧିକାରୀଙ୍କ ବୈଠକ

Baleshwar M, Balasore | Aug 30, 2025
ଆଜି ଅପରାହ୍ନ ୩ ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଡିଟରିୟମ ହଲ ଠାରେ ଜିଲ୍ଲା ରାଜସ୍ବ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ।ବୈଠକରେ ସମସ୍ତ ରାଜସ୍ବ ଅଧିକାରୀଙ୍କ ସମୟାନୁସାରେ ଯୋଜନା ଗୁଡିକ କାର୍ଯ୍ୟକାରିତା,ବାକି ଥିବା ରାଜସ୍ବ ମାମଲା ଗୁଡ଼ିକ ତ୍ୱରିତ ଭାବେ ଫଇସଲା କରିବା ଓ ଜମି ପଟ୍ଟା ସଂଶୋଧନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us