This browser does not support the video element.
ଯୋଡା: ଚମ୍ପୁଆ : ନାବାଳିକା ଙ୍କୁ ବଳାତ୍କାର,ଥାନାରେ ଅଭିଯୋଗ
Joda, Kendujhar | Apr 1, 2024
ଚମ୍ପୁଆ : ନାବାଳିକା ଙ୍କୁ ବଳାତ୍କାର,ଥାନାରେ ଅଭିଯୋଗ ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା କୁ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ର ସୂଚନା ଅନୁଯାୟୀ, ଏହି ଥାନା ଦେଓଝର ଅଞ୍ଚଳ ର ଜୈନେକ ନାବାଳିକା କୁ ଅନ୍ୟ ଜଣେ ବିଲେଇପଦା ଅଞ୍ଚଳ ନାବାଳକ ବଳାତ୍କାର କରିଥିବା ନେଇ ପରିବା ପକ୍ଷରୁ ମାର୍ଚ୍ଚ ମାସ ୪ତାରିଖ ରେ ଅଭିଯୋଗ ହୋଇଥିଲା ।ଅଭିଯୋଗ କୁ ଆଧାର କରି ପୋଲିସ କେସ ନଂ୧୧୬/୨୦୨୪ଦଫା ୩୬୩ ରୁଜୁ କରିଥିଲା ।ଏହି ମାମଲାରେ ପୋଲିସ ନାବାଳକ କୁ ଆଜି ଅପରାହ୍ନ ୫ ଘଟିକାରେ କେନ୍ଦୁଝର କୋର୍ଟ ପଠାଇଥିଲା । ମାଜିଷ୍ଟ୍ରେଟ ୧୬୪ ଧାରାରେ ନାବାଳିକା ର