This browser does not support the video element.
ସୁକିନ୍ଦା: ଟମକା ଅଞ୍ଚଳରେ ଦୁଇ ଜଙ୍ଗଲି ଦନ୍ତାହାତୀ ଦେଖି ସ୍ଥାନୀୟ ଲୋକ ଆତଙ୍କିତ
Sukinda, Jajpur | Sep 7, 2025
ଦାନଗଦି ବ୍ଲକ ଅନ୍ତର୍ଗତ ଟମକା ଅଞ୍ଚଳରେ ଜଙ୍ଗଲି ଦୁଇ ଦନ୍ତାହାତୀ ଚଳପ୍ରଚଳ କରୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଜଙ୍ଗଲି ଦନ୍ତାହାତୀ ଚଳପ୍ରଚଳ କରିବା ସହିତ ସେ ଏବେ ବ୍ରାହ୍ମଣୀପାଳ ଆଡେ ଗତି କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଦୁଇ ଜଙ୍ଗଲି ଦନ୍ତା ହାତୀକୁ ଦେଖି ଭୟବିତ୍ ଥିବା ବେଳେ ସ୍ଥାନୀୟ ବନ୍ ବିଭାଗର କର୍ମଚାରୀ ମାନେ ଜଙ୍ଗଲି ଦନ୍ତା ହାତୀଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି ।