This browser does not support the video element.
ପଟ୍ଟାଙ୍ଗୀ: ଶହେ ବର୍ଷ ପରମ୍ପରା ଆଜି ମଧ୍ୟ ଜିବିତ,ଜୟପୁର ଦେବୋତ୍ତର କମିଟି ତରଫରୁ ଦଶହରା ଗୁଆ ନେଇ ଆସିଥିଲେ ପୁରାତନ ରାଜଧାନୀ ନନ୍ଦପୁର
Pottangi, Koraput | Sep 25, 2025
ଶହେ ବର୍ଷ ପରମ୍ପରା ଆଜି ମଧ୍ୟ ଜୀବିତ ରହିଛି l ଜୟପୁର ଦେବତ୍ତର କମିଟି ପକ୍ଷରୁ ଗୁଆ ନେଇ ପୁରାତନ ରାଜଧାନୀ ନନ୍ଦପୁର ରେଦିନ ୩ଟା ସମୟରେ ପହଞ୍ଚିଛନ୍ତି l ସଲପା ପୂଜକ ମଧୁ ନାୟକଙ୍କ ନେତୃତ୍ୱରେ ଜୟପୁର ଦେବୋତ୍ତର କମିଟି ଏକ ପ୍ରତିନିଧି ଦଳ ଆସି ନନ୍ଦପୁର ଦେଵାତ୍ତର କମିଟି ସଦସ୍ୟ ତଥା ପୂଜକ ବୃନ୍ଦ ଙ୍କୁ ନିମନ୍ତ୍ରଣ ଗୁଆ ପ୍ରଦାନ କରିଥିଲେ l ପ୍ରଥମେ ନନ୍ଦପୁର ଅଧିଷ୍ଠାତ୍ରୀ ଗ୍ରାମଦେବୀ ମା ଠାକୁରାଣୀ ଙ୍କ ଆଦେଶ ନେଇ ଭୈରବ ମନ୍ଦିରରେ ଯାଇ ମୁଖ୍ୟ ପୂଜକ ଙ୍କୁ ଦଶହରା ନିମନ୍ତ୍ରଣ ଗୁଆ ପ୍ରଦାନ କାଟିଥିଲେ l