Download Now Banner

This browser does not support the video element.

ବଲାଙ୍ଗୀର: ଟାଉନ ପୋଲିସର ଅଭିଯାନ ବିଭିନ୍ନ ସ୍ଥାନରେ ଚଡାଉ କରି ୬୩.୪ କିଲୋ ଗୁଟଖା ଓ ତମାକୁ ଜବତ, ୬ ଅଭିଯୁକ୍ତ ବିରୋଧରେ କୋର୍ଟ୍‌କୁ ରିପୋର୍ଟ ସମର୍ପଣ

Balangir, Balangir | Sep 12, 2025
ବଲାଙ୍ଗୀର ଟାଉନ ପୋଲିସର ଅଭିଯାନ – 63.4 କିଲୋ ଗୁଟଖା ଓ ତମାକୁ ଜବତ, 6 ଅଭିଯୁକ୍ତ ବିରୋଧରେ କୋର୍ଟ୍‌କୁ ରିପୋର୍ଟ ସମର୍ପଣ ବଲାଙ୍ଗୀର ଟାଉନ ଥାନା ପୋଲିସ୍‌ ପକ୍ଷରୁ IICଙ୍କ ନେତୃତ୍ୱରେ ସହର ଅଞ୍ଚଳର ବିଭିନ୍ନ ତମାକୁ ଓ ପାନମସଲା ଦୋକାନରେ ରେଡ୍‌ କରାଯାଇଛି। ଏହି ଅଭିଯାନରେ 63.4 କିଲୋଗ୍ରାମ୍‌ ଗୁଟଖା ଓ ତମାକୁ ପ୍ରୋଡକ୍ଟ ଜବତ ହୋଇଛି। ଏହାସହ 6 ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ୍‌କୁ ରିପୋର୍ଟ ସମର୍ପଣ କରାଯାଇଛି। ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ, ସହରରେ ଅବୈଧ ତମାକୁ ବିକ୍ରୟ ବିରୋଧରେ ଏହିପରି ଅଭିଯାନ ଜାରି ରହିବ। ବୋଲି ଆଜି ରାତି 9ଟା ସମୟରେ ସୂଚନା ଦି ଆ ଯାଏଇଛି
Read More News
T & CPrivacy PolicyContact Us