This browser does not support the video element.
ବୌଦ୍ଧ ସଦର: ସରସରା ଠାରେ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତୀ ଅଭିଯାନ ଆରମ୍ଭ ହୋଇଯାଇଛି
Baudh Sadar, Boudh (Bauda) | Sep 4, 2025
ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଆର୍. ବି. ଆଈ. ର ଆଞ୍ଚଳିକ ନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀଯୁକ୍ତ ଡ୍.ସାରଦା ପ୍ରସନ୍ନ ମହାନ୍ତି ଯୋଗଦେଇ, ସମସ୍ତ ଜନସାଧାରଣ କିପରି ସରକାରଙ୍କର ଜନାଭିମୁଖି ଜନ ସୁରକ୍ଷା ଯୋଜନା ଯେପରି କି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା, ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକ ରୁ ଅଧିକ ସାମିଲ ହେବାପାଇଁ କହିଥିଲେ