Install App
prashantakumar79
This browser does not support the video element.
ପୋଡିଆ: ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଆମ୍ବୁଲାନ୍ସ ଉପରେ ଭାଙ୍ଗି ପଡ଼ିଲା ବିଶାଳକାୟ ଆମ୍ବ ଗଛ
Podia, Malkangiri | Aug 27, 2025
ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରୀ ରହିଥିବା ବେଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରହିଥିବା ଏକ ବିଶାଳକାୟ ଆମ୍ବ ଗଛ ଭାଙ୍ଗି ଆମ୍ବୁଲାନ୍ସ ଉପରେ ପଡିଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଗ୍ନିଶମ ବିଭାଗ ସୂଚନା ପାଇ ଘଟଣାସ୍ଥଳରୁ ଗଛ କାଟି ସଫା କରିଥିଲା ବେଳେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!