This browser does not support the video element.
ଅତାବିରା: ବଡମାଲ ଲୁଟ ଘଟଣାରେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅତାବିରା ପୋଲିସ
Attabira, Bargarh (Baragarh) | Sep 7, 2025
ଗତକାଳି ଶନିବାର ସନ୍ଦ୍ୟା ପ୍ରାୟ ୫ଟା ସମୟରେ ବୁର୍ଲା ଭିମସାରର ୨ ଜଣ ଛାତ୍ର ହିରାକୁଦ ଡ୍ୟାମ ବୁଲିବାକୁ ଆସିଥିବା ବେଳେ ୩ ଜଣ ଦୁର୍ବୁତ୍ତ ଗୋଟିଏ ସ୍କୁଟିରେ ଆସି ଡାକ୍ତର ଛାତ୍ରା ଦ୍ବୟକୁ ମାରଣାସ୍ତ ଦେଖାଇ ଭୟଭୀତ କରାଇ ତାଂକ ଠାରୁ ୨ଟି ମୋବାଇ ଲୁଟି ନେଇ ଫେରାର ମାରିଥିଲେ |ଏ ନେଇ ଯୁବକ ଦ୍ବୟ ଗୋଡଭଗା ପୋଲିସ ଫାଣ୍ଠିରେ ଏକ ଲିଖିତ ଅଭିଯୋଗ କୁ ଭିତ୍ତି କରି ଗୋଡଭଗା ଫାଣ୍ଠି ଅଧିକାରୀ ଗଣେଷ ବାରିକ ଅତାବିରା ଥାନାର ସହାୟତାରେ ଏକ ଟିମ ଗଠନ କରି ଆଜି ରବିବାର ସକାଳ ୧୦ଟାରେ ଅତାବିରା ଅଂଚଲରୁ ଉକ୍ତ ୩ ଜଣ ଦର୍ବୁତ୍ତକୁ ଗିରଫ କରିଛି ପୋଲିସ