Download Now Banner

This browser does not support the video element.

ଆଳି: ବଡ଼ହଳୁପଡା ଗାଁରୁ ୪୦ ଲିଟର ବିଦେଶୀ ଚୋରା ମଦ ଜବତ, ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ରାଜକନିକା ପୋଲିସ

Aali, Kendrapara | Apr 14, 2024
ଶନିବାର ରାତିରେ ବଡ଼ହଳୁପଡା ଗାଁର ଶେଖର ଦାସଙ୍କ ଘରେ ଚଢ଼ାଉ କରି ଚାଳିଶ ୪୦ ଲିଟର ବିଦେଶୀ ମଦ ଜବତ କରିବା ସହ ଶେଖରଙ୍କୁ ପୋଲିସ ଗିରଫ କରିଥିଲା। ରବିବାର ସକାଳ ୧୧ଟା ବେଳେ ରାଜକନିକା ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ଶେଖର କିଛି ଦିନ ହେବ ଚୋରାରେ ମଦ ବିକ୍ରି କରୁଥିବା ରାଜକନିକା ପୋଲିସ ପାଖରେ ଖବର ଥିଲା। ଶନିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା।
Read More News
T & CPrivacy PolicyContact Us