This browser does not support the video element.
ମାଲକାନଗିରି: ପାଲାରିପଦର ଗ୍ରାମରେ ଜଙ୍ଗଲ ଜମିକୁ ନେଇ ବୈଠକ ଅନୁଷ୍ଠିତ
Malkangiri, Malkangiri | Sep 11, 2025
ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପାଲାରିପଦର ଗ୍ରାମରେ ଜଙ୍ଗଲ ଜମିକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଥିଲି ସରପଞ୍ଚ କାନାମ ରାଜୁ ନାୟକ, ଜଙ୍ଗଲ ଜମି କୋଡିନେଟର, ସ୍ଥାନୀୟ ଆରଆଇ, ବନରଖିଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଅବସରରେ ଜଙ୍ଗଲ ଜମିକୁ ନେଇ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।