Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ସମୁଦ୍ର କୁଳ ସେକ୍ଟର 11 ରେ ଦୁଇ ଜଣ ପଯ୍ୟଟକ ଗାଧୋଉଥିବା ବେଳେ, ସମୁଦ୍ରକୁ ଭାସି ଗଲେ ଦୁଇ ପଯ୍ୟଟକ ଉଦ୍ଧାର କଲେ ଲାଇଫ ଗାର୍ଡ l
Puri M, Puri | Sep 11, 2025
ସମୁଦ୍ର ଲହଡି ମାଡ଼ରେ ଦୁଇ ପଯ୍ୟଟକ ଉଦ୍ଧାର l ଆଜି ପୁରୀ ସମୁଦ୍ର କୁଳ ସେକ୍ଟର 11 ରେ ଦୁଇ ଜଣ ପଯ୍ୟଟକ ଗାଧୋଉଥିବା ବେଳେ ହଠାତ ବଡ଼ ଲହଡି ମାଡ଼ରେ ଦୁଇ ଜଣ ପଯ୍ୟଟକ ସମୁଦ୍ର ଲହଡି ମାଡ଼ରେ ଭାସିଗଲେ ଉଦ୍ଧାର କଲେ ଲାଇଫ ଗାର୍ଡ l ଉଦ୍ଧାର ପଯ୍ୟଟକ ହେଲେ ୱେଷ୍ଟ ବେଙ୍ଗଲ ର ନନ୍ଦ କୁମାର ମାଖି, ସୁରେଶ ସମର୍ଥ l
Share
Read More News
T & C
Privacy Policy
Contact Us
Your browser does not support JavaScript!