This browser does not support the video element.
ଜୟପୁର: ଜୟପୁର ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି,ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ କଲେ ପତକା ଉତ୍ତୋଳନ
Jeypore, Koraput | Aug 31, 2025
ଜୟପୁର ପୌର ପରିଷଦରେ ରବିବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି । ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ଆଜି ସକାଳ ୮ଟା ୩୦ ମିନିଟ ସମୟରେ ପତକା ଉତ୍ତୋଳନ କରିଥିଲେ । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ବି ସୁନିତା, ଅତିରିକ୍ତ ପୌର ନିବାହି ଅଧିକାରି ପୁଜା ରାଉତ ସହ କାଉନସିଲର, ପୌର କର୍ମଚାରି ପ୍ରମୁଖ ଉପସ୍ଥିୁତ ଥିଲେ । ରାମଧୁନ ପ୍ରଭାତ ଫେରି, ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୁତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୌର କାଯ୍ୟାଳୟରେ ସଫେଇ ଓ ଅନ୍ୟ କର୍ମଚାରି ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା ।