Download Now Banner

This browser does not support the video element.

ଖଲ୍ଲିକୋଟ୍: ହରିଡ଼ାମୂଳ ଛକ ନିକଟରେ ପୋଲିସ ର ଚଢ଼ାଉ; ୨୪ କିଲୋ ଗଞ୍ଜେଇ ସହ ସ୍କୁଟି ଜବତ, ୨ ଗିରଫ

Khalikote, Ganjam | Sep 2, 2025
ହରିଡ଼ାମୂଳ ଛକ ନିକଟରେ ଖଲ୍ଲିକୋଟ ପୋଲିସ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଚଢ଼ାଉ କରି ୨୪ କିଲୋ ଗଞ୍ଜେଇ ସହ ଗୋଟିଏ ସ୍କୁଟି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଦୁଇ ଯୁବକ ହେଲେ କୋଦଳା ଥାନା ଅଞ୍ଚଳ ର ମନୋଜ କୁମାର ବାରିକ ଓ ଅନିଳ ଜେନା ବୋଲି ଜଣା ପଡ଼ିଛି । ତେବେ ଏ ସମ୍ପର୍କରେ ଥାନାରେ ୭୨୪/୨୦୨୫ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ସନ୍ଧ୍ୟା ସାଢ଼େ ୬ ଟା ସମୟରେ ଗିରଫ ଦୁଇ ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us