Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ପିଏମ ଶ୍ରୀ ହାବକ ହାଇ ସ୍କୁଲ ଖେଳ ପଡିଆରେ ଦୁଇ ଦିନିଆ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି

G Udayagiri, Kandhamal | Sep 9, 2025
ଜି ଉଦୟଗିରି ପିଏମ ଶ୍ରୀ ହାବକ ହାଇ ସ୍କୁଲ ଖେଳ ପଡିଆରେ ଦୁଇ ଦିନିଆ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଜି ଉଦୟଗିରି ଗୋଷ୍ଠୀ ବିଦ୍ୟାଳୟ କ୍ରୀଡା ସଙ୍ଘ ଦ୍ୱାରା ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ହାବକ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ରଂଜିତ କୁମାର ପାଟମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା ଉଦଘାଟନ କରିଥିବା ବେଳେ ଏବିଇଓ ମିହିର କାନ୍ତ ପ୍ରଧାନ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କ୍ରୀଡା ପ୍ରତିଯୋଗିତା ରେ ଚାରୋଟି ଜୋନ ରୁ ଦୁଇଶହ ପଚାଶରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ କବାଡି, ଖୋ ଖୋ, ଫୁଟବଲ, ଭଲିବଲ ପ୍ରମୁଖ ଖେଳ ହୋଇଅଛି.
Read More News
T & CPrivacy PolicyContact Us