This browser does not support the video element.
ବଲାଙ୍ଗୀର: ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ହୋ ହାଲ୍ଲା ମନେରଗା ଅଧିକାରୀଙ୍କୁ ଅଗରବତୀ ଲଗେଇ ପୂଜାକଲେ ସମିତି ସଭ୍ୟ
Balangir, Balangir | Sep 10, 2025
ବଲାଙ୍ଗୀର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ବୈଠକ ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାର ଉନ୍ନୟନ କାମକୁ ନେଇକି କିଛି ସମିତି ସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟରେ କଥାକଟି ଦେଖିବାକୁ ମିଳିଥିଲା । ଆଜି ହାତୀସରା ସମିତି ସଭ୍ୟ ବିଶ୍ଵଜିତ ପାତ୍ର ବିଭିନ୍ନ ପଞ୍ଚାୟତ ରେ ଚାରିବର୍ଷ ରୁ ଅଧିକ ଦିନ ରୁ କରାଯାଇଥିବା ଅଗେନୱାଡି କୋଠା କାମ ର ମନେରଗା ପେମେଣ୍ଟ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ପଡି ନ ଥିବାରୁ ଅସନ୍ତୋଷ ହୋଇ ମନେରଗା ଅଧିକାରୀ ସୁଧାଂଶୁ ମେହେର ଙ୍କୁ ଅଗରବତୀ ଲଗେଇ ପୂଜାକଲେ ସମିତି ସଭ୍ୟ