Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ପାଙ୍ଗାମ ନଦୀରେ ବର୍ଦ୍ଧିତ ଜଳସ୍ତରକୁ ନେଇ ସ୍ଥିତିର ସମୀକ୍ଷା କଲେ ମାଥିଲି ବିଡିଓ

Malkangiri, Malkangiri | Sep 27, 2025
ମାଲକାନଗିରି ଜିଲ୍ଲାରେ ବର୍ଷାକୁ ଦୃଷ୍ଟି ରେ ରଖି ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ରହିଛି। ଏହି କ୍ରମରେ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ନଦୀର ଜଳସ୍ତର ବଢିଥିବା ବେଳେ ସେଠାକୁ ଯାଇ ସ୍ଥିତି ର ସମୀକ୍ଷା କରିଛନ୍ତି ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା ଓ ଅନ୍ୟ ଅଧିକାରୀ ମାନେ ।
Read More News
T & CPrivacy PolicyContact Us