Download Now Banner

This browser does not support the video element.

ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

Debagarh, Debagarh (Deogarh) | Oct 6, 2025
ଦେବଗଡ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଦିନ ପ୍ରାୟ ୨ ପର୍ଯ୍ୟନ୍ତ ୨୪ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଅଭିଯୋଗ ମଧ୍ୟରେ ୧୯ ଟି ବ୍ୟକ୍ତିଗତ ଏବଂ ୫ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି। ବିଶେଷ କରି ଦେବଗଡ଼ ସହରରେ ମାଙ୍କଡ, ବୁଲା କୁକୁର ଓ ବୁଲା ଗୋରୁ ନିୟନ୍ତ୍ରଣ, ଜମି ପଟ୍ଟା ପ୍ରଦାନ, ଶ୍ରମିକ କାର୍ଡ ସମାଧାନ ଆଦି ଅଭିଯୋଗ ହୋଇଥିଲା।
Read More News
T & CPrivacy PolicyContact Us