This browser does not support the video element.
ଜଗତସିଂହପୁର: ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ଜିଲ୍ଲାର କ୍ରାଇମରେଟ ସମ୍ପର୍କରେ ସୂଚନା
Jagatsinghapur, Jagatsinghpur | Sep 12, 2025
ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ଜିଲ୍ଲାର ସମସ୍ତ କ୍ରାଇମରେଟ ସମ୍ପର୍କରେ ଆଜି ଦିନ ୨ ଟା ସମୟରେ ସୂଚନା । ସୂଚନାମୁତାବକ ଗତ ସପ୍ତାହରେ ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମୋଟ ଏମଭି ଆଦାୟ ବାବଦ ୩ଲକ୍ଷ ୬୬ ହଜାର ୫୦୦ଟଙ୍କା ଆଦାୟ ହୋଇଥିବା ବେଳେ ୬୫ ଲିଟର ୫୪ ମିଲିଲିଟର ଚୋରାମଦ ଅବକାରୀ ବିଭାଗ ଦ୍ଵାରା ଜବତ ହୋଇଛି । ସେହିପରି ୫ଟି ଅବକାରୀ ମାମଲା ଅବକାରୀ ବିଭାଗ ଦ୍ଵାରା ରୁଜୁ ହୋଇଥିବାବେଳେ ବିଭିନ୍ନ ଅଭିଯୋଗରେ ପୋଲିସ ଦ୍ୱାରା ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।