This browser does not support the video element.
ଭଟଲି: ଭଟଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ କମିଟି ବୈଠକ ଯୋଗଦେଲେ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ
Bhatli, Bargarh (Baragarh) | Sep 3, 2025
ଭଟଲି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଆଶା ଚୟନ କମିଟି ବୈଠକ ଯୋଗ ଦେଲେ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦିନ ୩ଟା ପର୍ଯ୍ୟନ୍ତ ଆଶାକର୍ମୀଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେଭଟଲିଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକଡ଼ା.ପ୍ରଣବ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ଼ା. ସଞ୍ଜୀବ ଦାଶ, ଡ଼ା. ସଞ୍ଜିତ ମିଶ୍ର, ଡ଼ା. ଅଙ୍କିତା ସରାଫ, ଡ଼ା. ଚନ୍ଦ୍ରଭାନୁ ମହାଳିଙ୍ଗ, ପିଏଚଇଓ ଝସକେତନ ଧରାଇ, ବିପିଏମ ଜୟପ୍ରକାଶ ପଧାନ, ସେକ୍ଟରସୁପରଭାଇଜର ଫନୀଦ୍ର ମାଝି, କିରଣକେର୍କେଟା, ଭଟଲି ସିଏଚଓ ପ୍ରଭାତ ନଳିନୀ ମହାପାତ୍ର ଉପସ୍ଥିତ ଥିଲେ।