This browser does not support the video element.
ବୀରମହାରାଜପୁର: ଉଲୁଣ୍ଡାବ୍ଲକରେ ନିର୍ମାଣ ହେବାକୁଥିବା ମିନି ଷ୍ଟାଡିୟମ ସ୍ଥାନ ନିରୂପଣ ଦାବିରେ ଅତିରିକ୍ତ ତହସିଲଦାରଙ୍କୁ ତହସିଲ କାର୍ଯ୍ୟାଳୟରେ ଦାବିପତ୍ର
Biramaharajpur, Subarnapur (Sonepur) | Sep 8, 2025
ଉଲୁଣ୍ଡା ବ୍ଲକରେ ନିର୍ମାଣ ହେବାକୁ ଥିବା ମିନି ଷ୍ଟାଡିୟମ ସ୍ଥାନ ନିରୂପଣ ଦାବି ନେଇ କ୍ରୀଡା ପ୍ରେମୀ ଓ କ୍ରୀଡାବିତ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଉଲୁଣ୍ଡା ସଦର ଠାରୁ 2ରୁ 3 କିଲୋମିଟର ପରିଧିରେ ଉପଲବ୍ଧ ଥିବା ସରକାରୀ ଜମିରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଦାବି କରିଛନ୍ତି l ଏନେଇ ଆଜି ଦିନ 1ଟା ସମୟରେ କ୍ରୀଡ଼ାପ୍ରେମୀ ଓ କ୍ରୀଡ଼ାବିତ ମାନେ ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ସୋମନାଥ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁସାରେ ରାଜ୍ୟରେ କ୍ରୀଡା ତଥା କ୍ରିଡ଼ାବିତ ମାନଙ୍କ ବିକାଶ ପାଇଁ ସରକାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ମି