This browser does not support the video element.
ଜଗତସିଂହପୁର: ୭ ଦଫା ଦାବି ନେଇ ନାଉଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ
Jagatsinghapur, Jagatsinghpur | Aug 25, 2025
୭ ଦଫା ଦାବି ନାଉଗାଁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ଏ ଆଇ ୟୁ ଟି ୟୂ ସି ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ନାଉଗାଁ ବ୍ଳକ କମିଟି ପକ୍ଷରୁ କମ୍ରେଡ ସୁବାସ ସ୍ଵାଇଁ ଙ୍କ ନେତୃତ୍ବରେ ଆଜି ଅପରାହ୍ନରେ ୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ନାଉଗାଁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସରକାରୀ ଗାଇଡ ଲାଇନ ଅନୁଯାୟୀ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ପଢୁଥିବା ବିଦ୍ୟାଳୟ ରେ ୩ ଜଣ, ୨୦୦ରୁ ଅଧିକ ଛାତ୍ର ଛାତ୍ରୀ ପଢୁଥିବା ବିଦ୍ୟାଳୟ ରେ ୪ ଜଣ ପାଚିକା ସହାୟିକା ନିଯୁକ୍ତି ପାଇବା ଆବଶ୍ୟକ। ମାତ୍ର ୬୦୦ ଛାତ୍ର ଛାତ୍ରୀ ପଢୁଥିବା ବ