Download Now Banner

This browser does not support the video element.

ଖୋର୍ଦ୍ଧା: ସାରର ସୁଷମ ବଣ୍ଟନ ସହିତ କଳା ବଜାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କୃଷି କାର୍ଯ୍ୟଳୟରେ ବୈଠକ

Khordha, Khordha | Sep 3, 2025
ଜିଲ୍ଲାରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାର ର ସୁଷମ ବଣ୍ଟନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ରବି ନାରାୟଣ ସେନାପତି ଙ୍କ ସହିତ ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us