Download Now Banner

This browser does not support the video element.

ଅତାବିରା: ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ବ୍ଲକ ସ୍ରରୀୟ ଗୁରୁ ଦିବସ

Attabira, Bargarh (Baragarh) | Sep 5, 2025
ଆଜି ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ ମନ୍ତୀ ସୁରେଶ ପୂଜାରୀ,ସମ୍ମାନୀତ ଅତିଥି ଭାବେ ଅତାବିରା,ବରଗଡ ,ବିଜେପୁର ବିଧାୟକ ଯୋଗଦେଇଥିଲେ |.
Read More News
T & CPrivacy PolicyContact Us