This browser does not support the video element.
ବଲାଙ୍ଗୀର: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ ବିକାଶ ପ୍ରକଳ୍ପ ସମୀକ୍ଷା ବୈଠକ ଅନୁଷ୍ଠିତ
Balangir, Balangir | Aug 22, 2025
ଆଜି ଅପରାହ୍ନ ତିନିଟା ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, କାର୍ଯ୍ୟନିଷ୍ପାଦନ ଓ ସମସ୍ୟାସମୂହ ଉପରେ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ଅଧିକାରୀମାନଙ୍କୁ ସମୟସୀମାରେ କାମ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇ, ଲୋକମାନେ ଯେଣ୍ଡିକି ସିଧାସଳଖ ଲାଭାନ୍ୱିତ ହେବେ ସେଥିରେ ଗୁରୁତ୍ୱ ଦେବାକୁ କହିଥିଲେ।