This browser does not support the video element.
ଅନୁଗୋଳ: ଅଙ୍ଗାରବନ୍ଧ ଠାରେ ପଞ୍ଚାୟତସ୍ତରୀୟ ଜନଅଭିଯୋଗର ମିଳିତ ଶୁଣାଣି ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Anugul, Angul | Aug 27, 2024
ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଜରିଆରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଗୋଳ ବ୍ଲକର ଅଙ୍ଗାରବନ୍ଧ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗର ମିଳିତ ଶୁଣାଣି ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ସରକାରୀ ଅଧିକାରୀଙ୍କ ସମେତ କର୍ମଚାରୀ ଉପସ୍ଥିତି ଥିଲେ l ଗ୍ରାମବାସୀ ମାନେ ନିଜର ଅଭିଯୋଗ ଗୁଡିକ ଦାଖଲ କରିଥିବା ଜଣାପଡିଛି l