Download Now Banner

This browser does not support the video element.

ରେଢାଖୋଲ: କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଏନ‌ଏସି ପକ୍ଷରୁ ସ୍ବାୟତ ଶାସନ ଦିବସ ପାଳିତ

Rairakhol, Sambalpur | Aug 31, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି ପକ୍ଷରୁ କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ରବିବାର ସକାଳେ ସ୍ବାୟତ ଶାସନ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଏହି ସମାରୋହରେ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଭୋର ସକାଳୁ ଏନ୍ ଏ ସି ପକ୍ଷରୁ ରାମଧୁନ ବଜାଯାଇଥିବା ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ରେଢ଼ାଖୋଲ ଡାକ୍ତରଖାନା ପରିସରରେ ରୋଗିମାନଙ୍କୁ ଫଳବଣ୍ଟନ କରାଯାଇ ଥିଲା ।
Read More News
T & CPrivacy PolicyContact Us