Download Now Banner

This browser does not support the video element.

ସତ୍ୟବାଦୀ: କଣାସ ବ୍ଲକ ମିଳିତ ମଞ୍ଚ ପକ୍ଷରୁ ସମୁହ ଗଣେଶ ଭସାଣି ଉତ୍ସବ ବିଳମ୍ୱିତ ରାତିରେ ଅନୁଷ୍ଟିତ,ଯୋଗଦେଲେ ସ୍ଥାନୀୟ ବିଧାୟକ

Satyabadi, Puri | Sep 3, 2025
ଗତକାଲି ରାତି ଗୋଟାଏ ସମୟରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ମିଳିତ ମଞ୍ଚ ପକ୍ଷରୁ ସମୁହ ଗଣେଶ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର, ସ୍ଥାନୀୟ ତହସିଲ ଦାର, ହିମାଂଶୁ ଶେଖର ଗିରି, ବିଡିଓ ସୌମ୍ୟ ରଞ୍ଜନ ସ୍ବାଇଁ, କଣାସ ଥାନା ଆଇ ଆଇ ସି ପ୍ରକାଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us