Download Now Banner

This browser does not support the video element.

ବୌଦ୍ଧ ସଦର: ମଲିକପଡ଼ା ଗ୍ରାମ ରାସ୍ତାରେ ଚଢ଼ାଉ, ୮ ଲିଟର ବେଆଇନ ଦେଶୀ ମଦ ଜବତ ସହ ସମ୍ପୃକ୍ତ ଆସାମୀ ନାମରେ ମାମଲା ରୁଜୁ

Baudh Sadar, Boudh (Bauda) | Aug 22, 2025
ଆଜି ସନ୍ଧ୍ୟା ୭ଟା ସମୟରେ ବୌଦ୍ଧ ଅବକାରୀ ଇନସ୍ପେକଟର ଗଦାଧର ମହାରଣାଙ୍କ ଦ୍ୱାରା ମିଳିଥିବା ସୂଚନା ଅନୁସାରେ l ଆଜି ପାଖାପାଖି ସକାଳ ୧୧ଟା ସମୟରେ ବୌଦ୍ଧ ଥନା ଅନ୍ତର୍ଗତ ମାଲିକପଡ଼ା ଗ୍ରାମରେ ବେଆନ ଦେଶି ମଦ କାରବାର ନେଇ ବୌଦ୍ଧ ଅବକାରୀ ପୋଲିସ ଚଢ଼ା କରିଥିଲା l ଏହି ଚଢ଼ାଉ ମାଲିକପଡ଼ା ଗ୍ରାମ ରାସ୍ତାରେ ବେଆନ ୮ଲିଟର ଦେଶି ଜବତ କରି, ଏଥିରେ ସମ୍ପୃକ୍ତ ଆଶାମୀ ନାମରେ ୯୫/୨୦୨୫-୨୬ରେ ମାମଲା ୠଜୁକରି l ଭାରତୀୟ ନାଗରିକ ସୁରକ୍ଷା ସଂହିତା ୩୫ରେ ଆସାମୀକୁ ଛାଡି ଦିଆଯାଇଛି
Read More News
T & CPrivacy PolicyContact Us