This browser does not support the video element.
ବରଗଡ: ଆସନ୍ତାକାଲି ପାଇଁ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲ୍ଲୋ ୱାର୍ନିଙ୍ଗ ଜାରି କଲା ଜିଲ୍ଲା ପାଣିପାଗ ବିଭାଗ
Bargarh, Bargarh (Baragarh) | Aug 22, 2025
ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ | ବରଗଡ଼ ଜିଲ୍ଲାକୁ ଆସନ୍ତାକାଲି ୟେଲ୍ଲୋ ୱାର୍ନିଙ୍ଗ ଜାରି କରାଯାଇଥିବା ନେଇ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ ସୂଚନା ଦେଲା ଜିଲ୍ଲା ପାଣିପାଗ ବିଭାଗ | ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ 30 ରୁ 40 କିମି ଘଣ୍ଟା ପ୍ରତି ବେଗରେ ପବନ ବହିବାରେ ସମ୍ଭାବନା ରହିଛି | ଏନେଇ ପାଣିପାଗ ବିଭାଗ ୟେଲ୍ଲୋ ୱାର୍ନିଙ୍ଗ ଜାରି କରିଛି | ଏହି ସମୟରେ ବିଜୁଳି ସହ ଜୋରରେ ପବନ ଓ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଚାଷୀଙ୍କୁ ଗଛ ତଳେ ନ ରହିବା ପାଇଁ ସତର୍କ କରାଯାଇଛି | ଏହାସହ ଜନସାଧାରଣଙ୍କୁ ମଧ୍ୟ ସତର୍କ